ଅର୍ଥ : ଶରୀରରେ ସମ୍ବେଦନଶୀଳ ଅଙ୍ଗଗୁଡ଼ିକର ତନ୍ତୁ
ଉଦାହରଣ :
ଶରୀରରେ ସବୁ ପ୍ରକାରର ସମ୍ବେଦନା ସମ୍ବେଦୀ ତନ୍ତୁଦ୍ୱାରା ମିଳି ଥାଏ
ସମକକ୍ଷ : ସମ୍ବେଦୀ ତନ୍ତ୍ର, ସମ୍ବେଦୀ ପ୍ରଣାଳୀ
ଅନ୍ୟ ଭାଷାରେ ଅନୁବାଦ :
शरीर में संवेदी अंगों का तंत्र।
शरीर में हर प्रकार की संवेदना संवेदीतंत्र द्वारा प्राप्त होती है।The body's system of sense organs.
sensory system