ଅର୍ଥ : ଏକ ପ୍ରକାରର ଚିହ୍ନ ଯାହା ବିସ୍ମୟ, ଦୁଃଖ, ଆଶ୍ଚର୍ଯ୍ୟଆଦି ପ୍ରକାଶ କଲାଭଳି ଶବ୍ଦ ସୂଚକ ହୋଇଥାଏ
ଉଦାହରଣ :
ଆରେ ! ଆପଣ ଆସିଗଲେଣିବାକ୍ୟରେ ଆରେ ପରେ ବିସ୍ମୟସୂଚକ ଚିହ୍ନ ଲଗାହୋଇଛି
ସମକକ୍ଷ : ବିସ୍ମୟସୂଚକ ଚିହ୍ନ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का चिह्न जो विस्मय, खेद, आश्चर्य आदि प्रकट करनेवाले शब्दों के बाद लगाया जाता है।
अरे! आप आ गए वाक्य में अरे के बाद विस्मयादि बोधक चिह्न लगा है।