ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ଉଦାହରଣ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ସମକକ୍ଷ : ଦାୟିତ୍ୱନେବା, ଦେଖିବା, ଯତ୍ନନେବା
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।ଅର୍ଥ : ସଂଯତ କରି ଆୟତ୍ତରେ ରଖିବା
ଉଦାହରଣ :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
ସମକକ୍ଷ : କାବୁ କରିବା, ବଶ କରିବା, ସଂଯତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ ଦଶାରେ ଗତି କରିବାରୁ ରୋକିବା
ଉଦାହରଣ :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
ସମକକ୍ଷ : ସୁରକ୍ଷିତ ରଖିବା
ଅନ୍ୟ ଭାଷାରେ ଅନୁବାଦ :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.ଅର୍ଥ : କୌଣସି ବୋଝ ଆଦିକୁ ଥୋଇବା
ଉଦାହରଣ :
ନୂଆ ବୋହୂଦ୍ୱାରା ଘର ସମ୍ଭଳା ହବା କଷ୍ଟକର
ସମକକ୍ଷ : ସମ୍ଭଳା ଯିବା, ସମ୍ଭଳା ହବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
ଉଦାହରଣ :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
ଅନ୍ୟ ଭାଷାରେ ଅନୁବାଦ :
Bear or be able to bear the weight, pressure,or responsibility of.
His efforts carried the entire project.ଅର୍ଥ : ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
ଉଦାହରଣ :
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ମନୋବେଗକୁ ରୋକିବା
ଉଦାହରଣ :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
ସମକକ୍ଷ : ଆୟତ୍ତ କରିବା, ସଂଯତ କରିବା, ସହିବା, ସ୍ଥିର ରହିବା
ଅନ୍ୟ ଭାଷାରେ ଅନୁବାଦ :