ଅର୍ଥ : ଜାହାଜରେ ବ୍ୟବହାର କରାଯାଉଥିବା ଏକ ବିଶେଷ ପ୍ରକାର ଘଡ଼ି
ଉଦାହରଣ :
ସମୟ ମାପକ ଘଡ଼ି ପୁରାପୁରି ଠିକ ସମୟ ସୂଚିତ କରେ ଏବଂ ଜାହାଜ ଦୋହଲିବା ବା ତାପମାନ ବଦଳିବା ଆଦିର ଏହାଉପରେ କିଛି ପ୍ରଭାବ ପଡ଼େନାହିଁ
ଅନ୍ୟ ଭାଷାରେ ଅନୁବାଦ :
विशेष प्रकार से बनी एक घड़ी जिसका उपयोग जहाज पर किया जाता है।
कालमापी घड़ी एकदम सही समय बताती है और जहाज के हिलने-डुलने या तापमान आदि का इस पर कोई प्रभाव नहीं पड़ता है।An accurate clock (especially used in navigation).
chronometer