ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସରଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସରଳ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ବହୁତ ସାଦାସିଧା ହୋଇଥାଏ

ଉଦାହରଣ : ସେ ସରଳ , ତାକୁ ଯାହା କିଛି କୁହାଯାଏ ସବୁ ଚୁପଚାପ୍‌ ସ୍ୱୀକାର କରେ

ସମକକ୍ଷ : ସାଦାସିଧା


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जो बहुत सीधा-साधा हो।

वह गाय है, उसे जो कुछ भी कहा जाता है चुपचाप स्वीकार कर लेता है।
गऊ, गाय

ଅର୍ଥ : ସହଜ ହେବାର ଅବସ୍ଥା ବା ଭାବ

ଉଦାହରଣ : ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା

ସମକକ୍ଷ : ସରଳତା, ସହଜ, ସହଜତା, ସୁଗମତା


ଅନ୍ୟ ଭାଷାରେ ଅନୁବାଦ :

सहज होने की अवस्था या भाव।

मेरे लिए जो काम कठिन था उसे अरुणा ने बड़ी आसानी से कर दिया।
आर्जव, आसानी, ऋजुता, सरलता, सहजता, सुगमता

Freedom from difficulty or hardship or effort.

He rose through the ranks with apparent ease.
They put it into containers for ease of transportation.
The very easiness of the deed held her back.
ease, easiness, simpleness, simplicity

ସରଳ   ବିଶେଷଣ

ଅର୍ଥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ

ଉଦାହରଣ : ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ

ସମକକ୍ଷ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସହଜ, ସୁଗମ, ସୁବୋଧ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो समझने योग्य हो या आसानी से समझ में आ जाए।

राम चरित मानस एक बोध्य ग्रंथ है।
अक्लिष्ट, आसान, बोद्ध्य, बोधगम्य, बोध्य, सरल, सुगम, सुबोध

Capable of being apprehended or understood.

apprehensible, graspable, intelligible, perceivable, understandable

ଅର୍ଥ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା

ଉଦାହରଣ : ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ

ସମକକ୍ଷ : ସହଜ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ


ଅନ୍ୟ ଭାଷାରେ ଅନୁବାଦ :

गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।

उसका सहज नृत्य मन को लुभाता है।
यह प्रश्न सहज है।
सहज

Displaying effortless beauty and simplicity in movement or execution.

An elegant dancer.
An elegant mathematical solution -- simple and precise.
elegant

ଅର୍ଥ : ଯିଏ କିଛି ଜାଣେ ନାହିଁ

ଉଦାହରଣ : ଅପରାଧୀମାନେ କାଲି ରାତିରେ ଜଣେ ନିରୀହ ପିଲାକୁ ହତ୍ୟା କରିଦେଲେ

ସମକକ୍ଷ : ନିରୀହ


ଅନ୍ୟ ଭାଷାରେ ଅନୁବାଦ :

जो कुछ न जानता हो।

अपराधियों ने कल रात एक मासूम बच्चे की हत्या कर दी।
निरीह, मासूम

Free from evil or guilt.

An innocent child.
The principle that one is innocent until proved guilty.
clean-handed, guiltless, innocent

ଅର୍ଥ : କୌଣସି ବାହାନା ବା ବୁଝାମଣା ବିନା ସିଧାରେ

ଉଦାହରଣ : ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି

ସମକକ୍ଷ : ନିଷ୍କପଟ, ସାଦାସିଧା, ସିଧା


ଅନ୍ୟ ଭାଷାରେ ଅନୁବାଦ :

* बिना किसी बहाने या समझौते के यानि सीधा।

वह इतना खरा नहीं है जितना दिखाता है।
खरा, सच्चा, सीधा

Without evasion or compromise.

A square contradiction.
He is not being as straightforward as it appears.
square, straight, straightforward

ଅର୍ଥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା

ଉଦାହରଣ : ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି

ସମକକ୍ଷ : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସିଧା ସାଧା


ଅନ୍ୟ ଭାଷାରେ ଅନୁବାଦ :

Lacking in sophistication or worldliness.

A child's innocent stare.
His ingenuous explanation that he would not have burned the church if he had not thought the bishop was in it.
ingenuous, innocent

ଅର୍ଥ : ସରଳ ବା ଶୀଘ୍ର ହେବା ଯୋଗ୍ୟ

ଉଦାହରଣ : ଭଗବାନ ପ୍ରାପ୍ତିର ସହଜ ମାର୍ଗ ଭକ୍ତି

ସମକକ୍ଷ : ସହଜ, ସୁଗମ


ଅନ୍ୟ ଭାଷାରେ ଅନୁବାଦ :

जल्दी हो सकने वाला या जिसमें कठिनाई न हो।

प्रभु प्राप्ति का सरल मार्ग भक्ति है।
अविकट, आसान, सरल, सहज, सहल, सीधा, सुगम, सुहंगम

ଅର୍ଥ : ବିଶେଷ ଉପଚାର ବା ଆଡ଼ମ୍ବର ବିନା

ଉଦାହରଣ : ବାବା ଆମତେ ସରଳ ଜୀବନଯାପନ କରୁଥିଲେ

ସମକକ୍ଷ : ଅନାଡ଼ମ୍ବର, ବିଳାସବର୍ଜିତ, ସାଦାସିଧା, ସାଧାରଣ


ଅନ୍ୟ ଭାଷାରେ ଅନୁବାଦ :

बिना विशेष आडंबर या बनावट का।

बाबा आमटे सादा जीवन जीते हैं।
सादा, साधारण, सामान्य, सिंपल, सिम्पल