ଅର୍ଥ : "ଲୋକମାନଙ୍କ ମନୋରଂଜନ ପାଇଁ ଗଠିତ କଳାକାର ମାନଙ୍କର ଯେଉଁ ଗୋଷ୍ଠୀରେ ଜୀବଜନ୍ତୁ ମାନେ ବି ତାଙ୍କର କଳା ପ୍ରଦର୍ଶନ କରିଥାନ୍ତି"
ଉଦାହରଣ :
ଏହି ସର୍କସରେ ଚାରୋଟି ହାତୀ, ଦଶଟି ଘୋଡ଼ା, ଆଉ ଗୋଟିଏ ବାଘ ବି ଅଛି
ଅନ୍ୟ ଭାଷାରେ ଅନୁବାଦ :
(antiquity) an open-air stadium for chariot races and gladiatorial games.
circusଅର୍ଥ : ପଶୁ ବା ଯାଦୁକରମାନଙ୍କଦ୍ୱାରା ଦେଖାଯାଉଥିବା କୌଶଳ ବା ଖେଳ
ଉଦାହରଣ :
ସେ ସର୍କସ ଦେଖିବାକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
पशुओं और कलाबाजों आदि के द्वारा दिखाया जानेवाला कौशल या खेल।
वह सर्कस देखने गया है।