ଅର୍ଥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଉଦାହରଣ :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ସମକକ୍ଷ : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମଜା, ମୋଦ, ସହର୍ଷ, ହର୍ଷ
ଅନ୍ୟ ଭାଷାରେ ଅନୁବାଦ :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।ଅର୍ଥ : ସହଜ ହେବାର ଅବସ୍ଥା ବା ଭାବ
ଉଦାହରଣ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
ସମକକ୍ଷ : ସରଳ, ସରଳତା, ସହଜତା, ସୁଗମତା
ଅନ୍ୟ ଭାଷାରେ ଅନୁବାଦ :
Freedom from difficulty or hardship or effort.
He rose through the ranks with apparent ease.ଅର୍ଥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
ଉଦାହରଣ :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
ସମକକ୍ଷ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସୁଗମ, ସୁବୋଧ୍ୟ
ଅନ୍ୟ ଭାଷାରେ ଅନୁବାଦ :
Capable of being apprehended or understood.
apprehensible, graspable, intelligible, perceivable, understandableଅର୍ଥ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
ଉଦାହରଣ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
ସମକକ୍ଷ : ସରଳ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
ଅନ୍ୟ ଭାଷାରେ ଅନୁବାଦ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.ଅର୍ଥ : ଯେଉଁଥିରେ ସୁବିଧା ଅଛି
ଉଦାହରଣ :
ଅଧ୍ୟାପନା ସମ୍ବନ୍ଧୀୟ ଯେକୌଣସି କାମ ମୋପାଇଁ ସୁବିଧା ଜନକ
ସମକକ୍ଷ : ସୁବିଧା ଜନକ, ସୁବିଧାପୂର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍ୱର ଉଚ୍ଚ ନୁହେଁ ବା ନୀଚ ନୁହେଁ ଯାହା ବାର୍ଣ୍ଣିକ ଅର୍ଦ୍ଧସ୍ୱରଠାରୁ ଉପରେ ନୁହେଁ କି ତଳେ ନୁହେଁ
ଉଦାହରଣ :
ସଙ୍ଗୀତକାର ସ୍ୱଭାବିକ ସପ୍ତକ ବିଷୟରେ କହୁଛନ୍ତି
ସମକକ୍ଷ : ସ୍ୱଭାବିକ
ଅନ୍ୟ ଭାଷାରେ ଅନୁବାଦ :