ଅର୍ଥ : ମହର୍ଷି କପିଳକୃତ ଏକ ପ୍ରସିଦ୍ଧ ଦର୍ଶନ
ଉଦାହରଣ :
ସାଂଖ୍ୟରେ ପ୍ରକୃତି ତଥା ଚେତନ ପୁରୁଷ ହିଁ ଜଗତର ମୂଳ ବୋଲି ଗ୍ରହଣ କରାଯାଏ
ସମକକ୍ଷ : ସାଂଖ୍ୟଦର୍ଶନ, ସାଂଖ୍ୟଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
महर्षि कपिल कृत एक प्रसिद्ध दर्शन।
सांख्य में प्रकृति तथा चेतन पुरुष ही जगत का मूल माना गया है।