ଅର୍ଥ : ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଶିକ୍ଷା ଦେଉଥିବା ଜଣେ ଋଷି
ଉଦାହରଣ :
ସାନ୍ଦୀପନି ଋଷିଙ୍କ ଆଶ୍ରମରେ କୃଷ୍ଣ ଓ ସୁଦାମା ଏକସଙ୍ଗେ ଶିକ୍ଷା ଗ୍ରହଣ କରିଥିଲେ
ସମକକ୍ଷ : ସାଂଦୀପନି, ସାନ୍ଦୀପନି, ସାନ୍ଦୀପନି ଋଷି
ଅନ୍ୟ ଭାଷାରେ ଅନୁବାଦ :
श्रीकृष्ण और बलराम को शिक्षा देने वाले एक ऋषि।
सांदीपनि के आश्रम में कृष्ण और सुदामा एक साथ शिक्षा ग्रहण करते थे।A mentor in spiritual and philosophical topics who is renowned for profound wisdom.
sage