ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଇଂରେଜୀ ମାସର ସପ୍ତମ ଦିନରେ ପଡ଼ୁଥିବା ତାରିଖ
ଉଦାହରଣ : ଏମାସ ସାତ ତାରିଖରେ ମନୋହର ଘରକୁ ଆସୁଛି
ସମକକ୍ଷ : ସାତ ତାରିଖ
ଅର୍ଥ : ଛଅରେ ଏକ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ : ତିନି ଓ ଚାରି ମିଶି ସାତ ହୁଏ
ସମକକ୍ଷ : ୭
ଅନ୍ୟ ଭାଷାରେ ଅନୁବାଦ :हिन्दी English
छः और एक को जोड़ने पर प्राप्त संख्या।
The cardinal number that is the sum of six and one.
ଅର୍ଥ : ଛଅ ଏବଂ ଏକ
ଉଦାହରଣ : ଏହି କାମପାଇଁ ସାତଜଣ ଶ୍ରମିକ ଆବଶ୍ୟକ
छः और एक।
Being one more than six.
ସଂସ୍ଥାପନ କରନ୍ତୁ