ଅର୍ଥ : ଦେହର ଉପରିଭାଗ ମଖମଲଭଳି ନରମ ଓ ଚିକଚିକ ହେଉଥିବା ଲାଲ ରଙ୍ଗର ଏକ ପୋକ
ଉଦାହରଣ :
ପିଲାଦିନେ ଆମେ ସାଧବବୋହୂ ପୋକକୁ ହାତ ପାପୁଲିରେ ରଖି ଖେଳୁଥିଲୁ
ସମକକ୍ଷ : ସାଧବବୋହୂ ପୋକ
ଅନ୍ୟ ଭାଷାରେ ଅନୁବାଦ :
एक लाल रंग का कीड़ा जिसका ऊपरी भाग मखमल की तरह नरम और चमकदार होता है।
बचपन में हम मखमली कीट को हथली पर रखकर खेला करते थे।ଅର୍ଥ : ପେଟେଇ ଚାଲୁଥିବା ଗୋଟିଏ ବର୍ଷାଦିନିଆ କୀଟ
ଉଦାହରଣ :
ସାଧବବୋହୂ ଗାଢ଼ ଲାଲ ରଙ୍ଗର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
एक छोटा रेंगने वाला बरसाती कीड़ा।
बीर-बहूटी गहरे लाल रंग की होती है।