ଅର୍ଥ : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
ଉଦାହରଣ :
ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
ସମକକ୍ଷ : ଖବରଦାର କରିବା, ଚେତାବନୀ ଦେବା, ସୂଚେଇ ଦେବା
ଅନ୍ୟ ଭାଷାରେ ଅନୁବାଦ :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।ଅର୍ଥ : ସାବଧାନ ବା ହୁସିଆର କରିବା
ଉଦାହରଣ :
ମାଆ ବାପା ପିଲାମାନଙ୍କୁ ଭୁଲ୍ ନକରିବପାଇଁ ସଦାବେଳେ ଚେତେଇଥାନ୍ତି
ସମକକ୍ଷ : ଚେତେଇବା, ସଚେତ କରିବା
ଅନ୍ୟ ଭାଷାରେ ଅନୁବାଦ :
सावधान या होशियार करना।
माँ-बाप बच्चों को गलतियाँ न करने के लिए हमेशा चेताते हैं।Notify of danger, potential harm, or risk.
The director warned him that he might be fired.