ଅର୍ଥ : ଶରୀର ଏବଂ ଲୁଗା ଆଦି ସଫା କରିବା ନିମନ୍ତେ କ୍ଷାର, ତେଲ ଆଦିରୁ ତିଆରି ହୋଇଥିବା ଏକ ପଦାର୍ଥ
ଉଦାହରଣ :
ସେ ସବୁଦିନ ସାବୁନ ଲଗାଇ ଗାଧାଏ
ଅନ୍ୟ ଭାଷାରେ ଅନୁବାଦ :
शरीर और कपड़े आदि साफ़ करने के लिए क्षार,तेल आदि से बनाया हुआ एक पदार्थ।
वह प्रतिदिन साबुन से नहाता है।A cleansing agent made from the salts of vegetable or animal fats.
soap