ଅର୍ଥ : ଜୀବିତ ପ୍ରାଣୀ ବିଶେଷକରି ଲୋକଙ୍କ ପାରସ୍ପରିକ ସମ୍ବନ୍ଧ
ଉଦାହରଣ :
ସାମାଜିକ ପ୍ରାଣୀ ହୋଇଥିବାରୁ ଆମର ଅନ୍ୟମାନଙ୍କ ସହ ସମ୍ବନ୍ଧ ଭଲ ହେବା ଅବଶ୍ୟକ
ସମକକ୍ଷ : ସାମାଜିକ ସମ୍ପର୍କ
ଅନ୍ୟ ଭାଷାରେ ଅନୁବାଦ :
* जीवित प्राणियों,विशेषकर लोगों के बीच का संबंध।
सामाजिक प्राणी होने के नाते हमारा सामाजिक संबंध अच्छा होना चाहिए।A relation between living organisms (especially between people).
social relation