ଅର୍ଥ : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର
ଉଦାହରଣ :
ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ
ସମକକ୍ଷ : ଆଧୁନିକ, ଏବେର, ବର୍ତ୍ତମାନ କାଳୀନ, ସମ ସାମୟିକ, ହାଲ
ଅନ୍ୟ ଭାଷାରେ ଅନୁବାଦ :
जो वर्तमान काल से संबंधित हो या वर्तमान काल का।
विश्व की वर्तमान कालीन राजनैतिक परिस्थितियों की ख़बर सबको रखनी चाहिए।