ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଂହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଂହ   ବିଶେଷ୍ୟ

ଅର୍ଥ : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ

ଉଦାହରଣ : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି

ସମକକ୍ଷ : କଣ୍ଠିରବ, କେଶରୀ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଙ୍ଘୀ, ସୁର, ହେମାଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ସିଂହରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ସିଂହରାଶିରେ ଥାଏ

ଉଦାହରଣ : ସିଂହରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଲାଭଦାୟକ

ସମକକ୍ଷ : ସିଂହରାଶି


ଅନ୍ୟ ଭାଷାରେ ଅନୁବାଦ :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य सिंहराशि में हो।

सिंहराशिवालों के लिए यह वर्ष लाभकारी है।
सिंह राशिवाला, सिंहराशिवाला

(astrology) a person who is born while the sun is in Leo.

leo, lion

ଅର୍ଥ : ଏକ ରାଗ

ଉଦାହରଣ : ସଙ୍ଗୀତଜ୍ଞ ମହାଶୟ ସିଂହ ରାଗର ବିଶେଷ ଗୁଣ ସମ୍ପର୍କରେ କହୁଥିଲେ

ସମକକ୍ଷ : ସିଂହ ରାଗ


ଅନ୍ୟ ଭାଷାରେ ଅନୁବାଦ :

एक राग।

संगीतज्ञजी सिंह राग की खूबियाँ बता रहे हैं।
सिंह, सिंह राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପଞ୍ଚମ ରାଶି ଯେଉଁଥିରେ ସମ୍ପୂର୍ଣ୍ଣ ମଘା, ପୂର୍ବା ଫାଲ୍‌ଗୁନୀ ତଥା ଉତ୍ତରା ଫାଲ୍‌ଗୁନୀର ପ୍ରଥମ ପାଦ ଅଛି

ଉଦାହରଣ : ଏବେ ସୂର୍ଯ୍ୟ ସିଂହରେ ଅଛନ୍ତି

ସମକକ୍ଷ : ସିଂହରାଶି


ଅନ୍ୟ ଭାଷାରେ ଅନୁବାଦ :

ज्योतिष में बारह राशियों में से पाँचवी राशि, जिसमें पूरा मघा, पूर्वा फाल्गुनी तथा उत्तरा फाल्गुनी का प्रथम पाद है।

इस समय सूर्य सिंह में है।
अर्कक्षेत्र, अर्कभ, सिंह, सिंह राशि, सिंहराशि

The fifth sign of the zodiac. The sun is in this sign from about July 23 to August 22.

leo, leo the lion, lion