ଅର୍ଥ : ବିନା ମୋଡ଼ିବାରେ
ଉଦାହରଣ :
ଆପଣ ଏଠାରୁ ସିଧା ଯାଆନ୍ତୁ ଓ ଡାକଘରଠାରୁ ବାମକୁ ମୋଡ଼ି ଯାଆନ୍ତୁ
ସମକକ୍ଷ : ସଳଖ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶିଷ୍ଟ ବ୍ୟବହାରରେ ବା ଭଲ ଭାବରେ
ଉଦାହରଣ :
ସେ ମୋ ସହିତ କେବେବି ସିଧା କଥା କହେନାହିଁ
ଅନ୍ୟ ଭାଷାରେ ଅନୁବାଦ :
शिष्ट व्यवहार से या अच्छी तरह से।
वह मुझसे कभी सीधे बात नहीं करती।ଅର୍ଥ : ବିଚଳିତ ନ ହୋଇ
ଉଦାହରଣ :
ତୁମେ ମୋତେ ସିଧା ଓ ସଫା ସଫା କୁହ କଣ ହେଲା?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିନା ମଧ୍ୟସ୍ଥରେ
ଉଦାହରଣ :
ମୁ ଟଙ୍କା ପାଇଁ ସିଧା ତାଙ୍କ ସହିତ କଥା ହେଇଥିଲି
ଅନ୍ୟ ଭାଷାରେ ଅନୁବାଦ :
Without anyone or anything intervening.
These two factors are directly related.ଅର୍ଥ : ଯେ ବିନା ବିଚଳନ ବା ଅବରୋଧ ବା ବାଧାକୁ ଜାରି ରଖେ ବା ସିଧା ବା ଅନ୍ୟ ଅପେକ୍ଷା ଛୋଟ ଏବଂ କମ୍ ହୋଇଥାଏ
ଉଦାହରଣ :
ଏଠାରୁ ଦିଲ୍ଲୀ ଯିବାପାଇଁ ସିଧା ରାସ୍ତା କୁହନ୍ତୁ ଏଠାରୁ ବମ୍ବେ ଯିବାପାଇଁ କଣ ସିଧା ଉଡାଜାହାଜ ଅଛି
ଅନ୍ୟ ଭାଷାରେ ଅନୁବାଦ :
जो बिना विचलन या रुकावट या बाधा के जारी रहे या सीधा हो या दूसरे की अपेक्षा छोटा और सटीक हो।
यहाँ से दिल्ली जाने का सीधा रास्ता बताइए।