ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଲୀଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଲୀଙ୍ଗ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ ପରିସ୍ଥିତିରେ ଯେଉଁ ସର୍ବୋଚ୍ଚ ଉଚ୍ଚତା ପର୍ଯ୍ୟନ୍ତ ବାୟୁଜାନ ଉଡ଼ିପାରେ

ଉଦାହରଣ : ଉଡ଼ାଜାହାଜକୁ ସିଲୀଙ୍ଗ ଉପରେ ଉଡ଼ାଯାଇପାରିବ ନାହିଁ

ସମକକ୍ଷ : ସିଲୀଂଗ


ଅନ୍ୟ ଭାଷାରେ ଅନୁବାଦ :

* वह अधिकतम ऊँचाई जहाँ तक वायुयान किसी विशेष परिस्थिति में उड़ सकता है।

हवाई जहाज को सीलिंग के ऊपर नहीं उड़ाया जा सकता।
सीलिंग

Maximum altitude at which a plane can fly (under specified conditions).

ceiling

ଅର୍ଥ : (ପାଣିପାଗବିଜ୍ଞାନ) ମେଘର ସବୁଠୁ ତଳସ୍ତରର ଉଚ୍ଚତା

ଉଦାହରଣ : ବୈଜ୍ଞାନିକ ସମୁଦ୍ର ପତ୍ତନଠାରୁ ସିଲୀଙ୍ଗର ଦୂରତା ମାପୁଛନ୍ତି

ସମକକ୍ଷ : ସିଲୀଂଗ


ଅନ୍ୟ ଭାଷାରେ ଅନୁବାଦ :

* (मौसम विज्ञान) बादलों के सबसे निचले स्तर की ऊँचाई।

वैज्ञानिक समुद्र तल से सीलिंग की दूरी नाप रहा है।
सीलिंग

(meteorology) altitude of the lowest layer of clouds.

ceiling