ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ନାଟକର ସମାପ୍ତି ସୁଖଦ
ଉଦାହରଣ : ନାଟୁଆମାନେ ମଞ୍ଚଉପରେ ଏକ ସୁଖାନ୍ତକ ନାଟକ ଅଭିନିତ କଲେ
ସମକକ୍ଷ : ମିଳନାନ୍ତକ ନାଟକ, ସୁଖାନ୍ତ, ସୁଖାନ୍ତକ ନାଟକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह नाटक जिसका अन्त सुखपूर्ण हो।
Light and humorous drama with a happy ending.
ଅର୍ଥ : ସୁଖ ବା ଆନନ୍ଦ ଦେବାବାଲା
ଉଦାହରଣ : ଆପଣଙ୍କ ସଂସର୍ଗରେ ମୋତେ ପ୍ରୀତିକର ଅନୁଭୂତି ମିଳିଲା
ସମକକ୍ଷ : ପ୍ରୀତିକର, ସୁଖଦାୟକ, ସୁଖଦାୟୀ, ସୁଖପ୍ରଦ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो सुख देने वाला हो।
ସଂସ୍ଥାପନ କରନ୍ତୁ