ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛଣ ଆଦିର ପଟୁରେ ତିଆରି ହୋଇଥିବା ଗୋଟିଏ ପ୍ରକାର ବହୁତ ପତଳା ଦଉଡ଼ି
ଉଦାହରଣ : ସେ ସୁତୁଲିରେ ବୋରା ମୁହଁ ସିଲେଇ କରୁଛି
ସମକକ୍ଷ : ସୁତଲି, ସୁତୁଲୀ
ଅର୍ଥ : ଛଣର ଦଉଡ଼ି
ଉଦାହରଣ : ସେ ସୁତୁଲିରେ ବସ୍ତାର ମୁହଁ ବାନ୍ଧିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
रूई, सन या इसी प्रकार के रेशों को एक में बटकर बनाई हुई पतली रस्सी।
ସଂସ୍ଥାପନ କରନ୍ତୁ