ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁପ୍ରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁପ୍ରିୟା   ବିଶେଷ୍ୟ

ଅର୍ଥ : ଜଣେ ଅପ୍ସରା

ଉଦାହରଣ : ପୁରାଣରେ ସୁପ୍ରିୟା ଅପ୍ସରାଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ସୁପ୍ରିୟା ଅପ୍ସରା


ଅନ୍ୟ ଭାଷାରେ ଅନୁବାଦ :

एक अप्सरा।

सुप्रिया का वर्णन पुराणों में मिलता है।
सुप्रिया

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph

ଅର୍ଥ : ଷୋହଳଟି ମାତ୍ରାର ଏକ ବର୍ଣ୍ଣବୃତ୍ତ

ଉଦାହରଣ : ସୁପ୍ରିୟାରେ ଅନ୍ତିମ ବର୍ଣ୍ଣକୁ ଛାଡ଼ି ଶେଷ ସବୁ ବର୍ଣ୍ଣଗୁଡ଼ିକ ଲଘୁ ହୁଏ


ଅନ୍ୟ ଭାଷାରେ ଅନୁବାଦ :

सोलह मात्राओं का एक वर्णवृत्त।

सुप्रिया में अंतिम वर्ण को छोड़कर शेष सब वर्ण लघु होते हैं।
सुप्रिया

(prosody) a system of versification.

poetic rhythm, prosody, rhythmic pattern