ଅର୍ଥ : ରାଜା ସଗରଙ୍କ ଜଣେ ପତ୍ନୀ
ଉଦାହରଣ :
ସୁମତି ରାଜା ଅରିଷ୍ଟନେମିଙ୍କ କନ୍ୟା ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ପୁରାଣରେ ସୁମତି ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭଲ ବୁଦ୍ଧି
ଉଦାହରଣ :
ଭଗବାନଙ୍କୁ ଆମର ଏତିକି ପ୍ରାର୍ଥନା ଯେ ସେ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ଯେଉଁଠି ସୁମତି ସେଇଠି ସଂପତ୍ତି
ସମକକ୍ଷ : ସଦ୍ବୁଦ୍ଧି, ସୁବୁଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
Sound practical judgment.
Common sense is not so common.