ଅର୍ଥ : କେତେକ ବିଶେଷ ପ୍ରକାରର ଫଳ, ରସ, ଖାଦ୍ୟ, ଶସ୍ୟ ଆଦିକୁ ସଢ଼େଇ, ଛାଣି ବାହାର କରାଯାଉଥିବା ନିଶା ରସ
ଉଦାହରଣ :
ସେ ପ୍ରତିଦିନ ସଂଧ୍ୟାରେ ମଦ ପିଇ ଘରକୁ ଫେରେ
ଅନ୍ୟ ଭାଷାରେ ଅନୁବାଦ :
कुछ विशिष्ट प्रकार के फलों, रसों, अन्नों आदि को सड़ाकर उनका भभके से खींचकर निकाला जाने वाला नशीला रस।
वह प्रतिदिन शाम को शराब पीकर घर लौटता है।An alcoholic beverage that is distilled rather than fermented.
booze, hard drink, hard liquor, john barleycorn, liquor, spirits, strong drinkଅର୍ଥ : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ମଦ୍ୟ
ଉଦାହରଣ :
ସମୁଦ୍ରରୁ ବାହାରିଥିବା ଚଉଦ ରତ୍ନ ମଧ୍ୟରେ ବାରୁଣୀର ଗଣନା କରାଯାଏଅସୁରମାନେ ସର୍ବପ୍ରଥମେ ବାରୁଣୀ ପାନ କରିଥିଲେ
ସମକକ୍ଷ : ବାରୁଣୀ
ଅନ୍ୟ ଭାଷାରେ ଅନୁବାଦ :