ଅର୍ଥ : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
ଉଦାହରଣ :
ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
ସମକକ୍ଷ :
ସୁରେଇ
ଅନ୍ୟ ଭାଷାରେ ଅନୁବାଦ :
जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
गर्मी में भी सुराही का पानी ठंडा रहता है।
सुराही