ଅର୍ଥ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
ଉଦାହରଣ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
ସମକକ୍ଷ : ସରଳ, ସହଜ, ସୁବୋଧ୍ୟ, ସ୍ୱଭାବିକ
ଅନ୍ୟ ଭାଷାରେ ଅନୁବାଦ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.ଅର୍ଥ : ସହଜରେ ପ୍ରାପ୍ତ ହେଉଥିବା ବା ମିଳୁଥିବା
ଉଦାହରଣ :
ଆଜିକାଲି ପ୍ରତ୍ୟେକ କୃଷିକେନ୍ଦ୍ରରେ କୃଷକମାନଙ୍କପାଇଁ ମିଳୁଥିବା କୃଷି ସମ୍ବନ୍ଧୀୟ ବସ୍ତୁ ଖୁବ୍ ସୁଲଭ
ସମକକ୍ଷ : ସହଜପ୍ରାପ୍ୟ, ସହଜଲବ୍ଧ, ସୁପ୍ରାପ୍ୟ, ସୁଲବ୍ଧ
ଅନ୍ୟ ଭାଷାରେ ଅନୁବାଦ :
सहज में प्राप्त होने या मिलनेवाला।
प्रत्येक कृषि केन्द्र पर किसानों के लिए कृषि संबंधी वस्तुएँ सुलभ हैं।ଅର୍ଥ : ଯାହା ସୁଲଭ ବା ପ୍ରାପ୍ତ ହୋଇଥାଏ
ଉଦାହରଣ :
ଉପଲବ୍ଧ ସୁବିଧାଗୁଡ଼ିକର ସଦୁପଯୋଗ କର ବନ୍ୟାପୀଡ଼ିତମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରାପ୍ତ ହୋଇଛି
ସମକକ୍ଷ : ଉପଲବ୍ଧ, ପ୍ରାପ୍ତ, ଲବ୍ଧ
ଅନ୍ୟ ଭାଷାରେ ଅନୁବାଦ :
Obtainable or accessible and ready for use or service.
Kept a fire extinguisher available.