ଅର୍ଥ : ଯିଏ କୌଣସି କାମର ଆରମ୍ଭ କରେ
ଉଦାହରଣ :
କିଏ ଏହାର ସୂତ୍ରଧାର?
ସମକକ୍ଷ : ସୂତ୍ରଧାର
ଅନ୍ୟ ଭାଷାରେ ଅନୁବାଦ :
A person who founds or establishes some institution.
George Washington is the father of his country.ଅର୍ଥ : ନାଟକରେ ଯେଉଁ ପାତ୍ର ନାଟକର ଭୂମିକା ବର୍ଣ୍ଣନାକରି ନାଟକକୁ ଆଗକୁ ବଢ଼ାଇ ନିଅନ୍ତି
ଉଦାହରଣ :
ସୂତ୍ରଧର ମଞ୍ଚଉପରକୁ ଆସି ନାଟକ ଆରମ୍ଭ କଲେ
ଅନ୍ୟ ଭାଷାରେ ଅନୁବାଦ :