ଅର୍ଥ : କୌଣସି ବସ୍ତୁ ନିର୍ମାଣ କରିବା
ଉଦାହରଣ :
ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ
ସମକକ୍ଷ : ଉତ୍ପନ୍ନ କରିବା, ଉତ୍ପାଦନ କରିବା, ନିଷ୍ପନ୍ନ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि का निर्माण करना।
नदी पर बाँध बनाकर बिजली का उत्पादन किया जाता है।