ଅର୍ଥ : ବିଶେଷ କାମପାଇଁ ସମର୍ପିତ ବା ଯେଉଁଠାରେ କିଛି ବିଶେଷ କାମ ହେଉଥିବା କୋଠାଘର
ଉଦାହରଣ :
ଏହି ଲୋକସବୁ ନିର୍ମଳୀକରଣପାଇଁ ଗୋଟିଏ ଅଲଗା କୋଠଘର ତିଆରି କରିବାକୁ ଚାହୁଁଛନ୍ତି
ସମକକ୍ଷ : କୋଠଘର
ଅନ୍ୟ ଭାଷାରେ ଅନୁବାଦ :
वह भवन जो किसी विशेष काम के लिए समर्पित हो या जहाँ कोई विशेष काम होता हो।
वे लोग शोध के लिए एक अलग केंद्रीय भवन बनाना चाहते हैं।