ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୈନିକ ଅଦାଲତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୈନିକ ଅଦାଲତ   ବିଶେଷ୍ୟ

ଅର୍ଥ : ସୈନ୍ୟବିଭାଗର ଏକ ବିଶିଷ୍ଟ ନ୍ୟାୟାଳୟ ଯାହା ସାଧାରଣତଃ ସେନା ବିଭାଗରେ ହେଉଥିବା ଅପରାଧଗୁଡ଼ିକ ସମ୍ପର୍କରେ ବିଚାର କରି ନ୍ୟାୟ ପ୍ରଦାନ କରେ

ଉଦାହରଣ : ଯୁଦ୍ଧ ସମୟସୀମା ମଧ୍ୟରେ ପଳାଇଯାଇଥିବା କାରଣରୁ କେତେକ ସୈନ୍ୟଙ୍କ ଉପରେ କୋର୍ଟ ମାର୍ଶାଲରେ ମକଦ୍ଦମା ଦାଏର କରାଯାଇଛି

ସମକକ୍ଷ : କୋର୍ଟ ମାର୍ଶାଲ, ସୈନିକ ନ୍ୟାୟାଳୟ


ଅନ୍ୟ ଭାଷାରେ ଅନୁବାଦ :

सैनिक विभाग का वह विशिष्ट न्यायालय जो साधारणतः सेना विभाग में होनेवाले अपराधों पर विचार करके न्याय करता है।

युद्ध के समय सीमा से भागने के कारण कई सैनिकों पर सैनिक न्यायालय में मुक़दमा दायर किया गया है।
कोर्ट मार्शल, सैनिक अदालत, सैनिक न्यायालय

A judicial court of commissioned officers for the discipline and punishment of military personnel.

military court