ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାପତ୍ୟଶାସ୍ତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ବାସ୍ତୁଶାସ୍ତ୍ର ବା ସ୍ଥାପତ୍ୟ ବିଶେଷଜ୍ଞ

ଉଦାହରଣ : ତାଜମହଲର ପାଚେରିର କିଛି ସ୍ଥାନରେ ମୁଖ୍ୟ ବାସ୍ତୁବିତଙ୍କ ନାମ ଉଲ୍ଲେଖ ଅଛି

ସମକକ୍ଷ : ବାସ୍ତୁବିତ, ସ୍ଥାପତ୍ୟ ବିଶେଷଜ୍ଞ


ଅନ୍ୟ ଭାଷାରେ ଅନୁବାଦ :

वास्तुशास्त्र या स्थापत्य का विशेषज्ञ।

ताजमहल की दीवारों पर मुख्य वास्तुविद् का नाम कई जगहों पर उकेरा हुआ है।
आर्किटेक्ट, वास्तु विशारद, वास्तुविद्, वास्तुविशारद, वास्तुशास्त्रज्ञ, वास्तुशास्त्री, स्थापत्य विशारद, स्थापत्यविद्, स्थापत्यविशारद, स्थापत्यशास्त्रज्ञ, स्थापत्यशास्त्री