ଅର୍ଥ : ନଦୀ,ଜଳାଶୟଆଦି କୂଳରେ ତିଆରି ହୋଇଥିବା ଘାଟ ଯେଉଁଠାରେ ସ୍ନାନ କରାଯାଏ
ଉଦାହରଣ :
କୁମ୍ଭମେଳା ଅବସରରେ ପ୍ରୟାଗରାଜର ସବୁ ସ୍ନାନଘାଟରେ ସ୍ନାନାର୍ଥୀମାନଙ୍କ ଭିଡ଼ ଲାଗିରହିଥାଏ
ସମକକ୍ଷ :
ସ୍ନାନଘାଟ
ଅନ୍ୟ ଭାଷାରେ ଅନୁବାଦ :
नदी,जलाशय आदि के किनारे बना वह घाट जहाँ स्नान किया जाता है।
कुंभ के अवसर पर प्रयागराज में सभी स्नानघाटों पर स्नानार्थियों की भीड़ लगी रहती है।
स्नान-घाट,
स्नानघाट