ଅର୍ଥ : ଗୋଟିଏ ବିଶେଷ ପ୍ରକାରର ବୋଲିଙ୍ଗ ଯେଉଁଥିରେ ଧୀରଗତିରେ ବଲକୁ ଘୂରାଇ ଫିଙ୍ଗାଯାଇଥାଏ
ଉଦାହରଣ :
ହରଭଜନ ସ୍ପିନ୍ ବୋଲିଙ୍ଗରେ ଧୁରୀଣ
ସମକକ୍ଷ : ସ୍ପିନ୍
ଅନ୍ୟ ଭାଷାରେ ଅନୁବାଦ :
एक विशेष प्रकार की गेंदबाजी जिसमें गेंद को घुमाव देते हुए फेंका जाता है।
हरभजन स्पिन गेंदबाजी में माहिर हैं।(cricket) the act of delivering a cricket ball to the batsman.
bowling