ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ବୀକାରୋକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ବୀକାରୋକ୍ତି   ବିଶେଷ୍ୟ

ଅର୍ଥ : ସ୍ବୀକାର କରିବାକୁ ଥିବା ଉକ୍ତି ବା କଥା

ଉଦାହରଣ : ଆମ କଥା ଉପରେ ଆପଣଙ୍କ ସ୍ବୀକାରୋକ୍ତିରେ ଆମକୁ ଖୁସି ଲାଗିଲା


ଅନ୍ୟ ଭାଷାରେ ଅନୁବାଦ :

स्वीकार करनेवाली उक्ति या कथन।

हमारी बात पर आपकी स्वीकारोक्ति से हमें प्रसन्नता हुई।
स्वीकारोक्ति

A statement asserting the existence or the truth of something.

affirmation, avouchment, avowal