ଅର୍ଥ : ସ୍ମରଣ ଶକ୍ତି କମ ହୋଇଯିବାର କ୍ରିୟା
ଉଦାହରଣ :
ସ୍ମୃତିଲୋପ କାରଣରୁ ଅନେକ ଘଟଣା ମନେ ରହେନାହିଁ
ସମକକ୍ଷ : ସ୍ମୃତିଦୌର୍ବଲ୍ୟ, ସ୍ମୃତିଭ୍ରଂଶ, ସ୍ମୃତିଲୋପ
ଅନ୍ୟ ଭାଷାରେ ଅନୁବାଦ :
स्मरण शक्ति के कमजोर हो जाने की क्रिया।
स्मृति दौर्बल्य के कारण बहुत सारी बातें याद नहीं रहतीं।