ଅର୍ଥ : ଯେଉଁ ବ୍ୟବସ୍ଥାରେ ସବୁ ପ୍ରକାର ସୁବିଧା ଉପଲବ୍ଧ ହୋଇଥାଏ
ଉଦାହରଣ :
ଆଧୁନିକ ଯୁଗରେ ଧଳାପୋଷାକଧାରୀ ନେତା ଆଡ଼ମ୍ବରରେ ଜୀବନଯାପନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
ଉଦାହରଣ :
କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
ସମକକ୍ଷ : ଇଚ୍ଛାନୁବର୍ତ୍ତି, ସ୍ୱତନ୍ତ୍ର, ସ୍ୱାଧୀନ, ସ୍ୱେଚ୍ଛାଚାରୀ
ଅନ୍ୟ ଭାଷାରେ ଅନୁବାଦ :
अपनी इच्छा के अनुसार सब काम कर सकने वाला।
कुछ लोग स्वच्छंद जीवन जीना चाहते हैं।ଅର୍ଥ : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ଉଦାହରଣ :
ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
ସମକକ୍ଷ : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ବାଧାହୀନ, ଯଥେଚ୍ଛାଚାରୀ
ଅନ୍ୟ ଭାଷାରେ ଅନୁବାଦ :
जिसके लिए कोई अंकुश या रुकावट न हो।
हिटलर एक निरंकुश शासक था।