ଅର୍ଥ : ସ୍ୱାଦିଷ୍ଟ ଭୋଜନ ବା ଉତ୍ତମ ବ୍ୟଞ୍ଜନ
ଉଦାହରଣ :
ଅନେକ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଖୁଆଇ ସେ ଆମକୁ ଆପ୍ୟାୟିତ କଲେ
ସମକକ୍ଷ : ସୁସ୍ୱାଦୁ ଖାଦ୍ୟ, ସୁସ୍ୱାଦୁ ଭୋଜନ
ଅନ୍ୟ ଭାଷାରେ ଅନୁବାଦ :
स्वादिष्ट भोजन या उत्तम व्यंजन।
कई तरह के नियामतों से उन्होंने हमारी ख़ातिरदारी की।