ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାଧିଷ୍ଠାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାଧିଷ୍ଠାନ   ବିଶେଷ୍ୟ

ଅର୍ଥ : ହଠଯୋଗ ଅନୁସାରେ ମାନବ ଶରୀର ଭିତରେ ଥିବା ଦ୍ୱିତୀୟ ଚକ୍ର

ଉଦାହରଣ : ଲିଙ୍ଗ ମୂଳରେ ସ୍ୱାଧିଷ୍ଠାନ ଚକ୍ରର ସ୍ଥାନ ବୋଲି ବିଚାର କରାଯାଏ

ସମକକ୍ଷ : ସ୍ୱାଧିଷ୍ଠାନ ଚକ୍ର


ଅନ୍ୟ ଭାଷାରେ ଅନୁବାଦ :

हठयोग के अनुसार मानव शरीर के भीतर स्थित दूसरा चक्र।

स्वाधिष्ठान का स्थान शिश्न के मूल में माना जाता है।
स्वाधिष्ठान, स्वाधिष्ठान चक्र