ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଂସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଂସୀ   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ହଂସୀର ପ୍ରତ୍ୟେକ ଚରଣରେ ଦୁଇଟି ମଗଣ,ଗୋଟିଏ ତଗଣ, ଗୋଟିଏ ସଗଣ ଏବଂ ଗୋଟିଏ ଗୁରୁ ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त।

हंसी के प्रत्येक चरण में दो मगण, एक तगण, एक सगण एवं एक गुरु होता है।
हंसी

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ମାଈ ହଂସ

ଉଦାହରଣ : ପୋଖରୀରେ କେତେ ଯୋଡ଼ା ହଂସ ଓ ହଂସିନୀ ପହଁରୁଛନ୍ତି

ସମକକ୍ଷ : ହଂସିନୀ


ଅନ୍ୟ ଭାଷାରେ ଅନୁବାଦ :

मादा हंस।

सरोवर में हंस और हंसिनी के कई जोड़े तैर रहे हैं।
लक्षणा, हंसिका, हंसिन, हंसिनी, हंसी

Female swan.

pen