ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହର୍ମୋନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହର୍ମୋନ   ବିଶେଷ୍ୟ

ଅର୍ଥ : କୌଣସି ଗ୍ରନ୍ଥି,ଅଙ୍ଗ ବା ଶରୀରର ଅଂଶରୁ ଉତ୍ପନ୍ନ ହେଉଥିବା ଗୋଟିଏ ରାସାୟନିକ ତରଳ ପଦାର୍ଥ ଯାହା ରକ୍ତ ଦ୍ୱାରା ଶରୀରର ଅନ୍ୟ ଭାଗକୁ ନିଆଯାଏ

ଉଦାହରଣ : ହର୍ମୋନ କମ୍‌ ବା ବେଶୀରେ ଶରୀରରେ କେତେକ ପରିବର୍ତ୍ତନ ଘଟେ


ଅନ୍ୟ ଭାଷାରେ ଅନୁବାଦ :

किसी ग्रंथि, अंग या शरीर के भाग में उत्पन्न होने वाला एक रासायनिक तरल जो रक्त द्वारा शरीर के दूसरे भाग में ले जाया जाता है।

हार्मोन की कमी या अधिकता से शरीर में कई परिवर्तन होते हैं।
हारमोन, हार्मोन, हॉरमोन, हॉर्मोन

The secretion of an endocrine gland that is transmitted by the blood to the tissue on which it has a specific effect.

endocrine, hormone, internal secretion