ଅର୍ଥ : ଯେଉଁ ସ୍ଥାନରେ ରୋଗୀମାନଙ୍କର ଚିକିତ୍ସା କରାଯାଏ ବା ତାଙ୍କୁ ଔଷଧ ଦିଆଯାଏ
ଉଦାହରଣ :
ଗାଁରେ ଗୋଟିଏ ବଡ଼ ଡାକ୍ତରଖାନା ତିଆରି ହେଉଛି
ସମକକ୍ଷ : ଚିକିତ୍ସାଳୟ, ଡାକ୍ତରଖାନା, ମେଡ଼ିକାଲ୍, ହାସପାତାଲ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ रोगियों की चिकित्सा की जाती है या उन्हें दवा दी जाती है।
गाँव में एक बड़ा अस्पताल बन रहा है।A medical institution where sick or injured people are given medical or surgical care.
hospital