ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ୍ତଲେଖାବିଜ୍ଞାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ବ୍ୟକ୍ତି ହାତ ଲେଖା ଦେଖି କୌଣସି ବ୍ୟକ୍ତି ତାହା ଲେଖିଛନ୍ତି ନା ନାହିଁ ବୋଲି କହିପାରନ୍ତି

ଉଦାହରଣ : ହସ୍ତଲେଖା ବିଶେଷଜ୍ଞ ନଥିପତ୍ରରେ କରାଯାଇଥିବା ହସ୍ତାକ୍ଷରକୁ ଯାଞ୍ଚ କଲେ

ସମକକ୍ଷ : ହସ୍ତଲେଖା ବିଶେଷଜ୍ଞ


ଅନ୍ୟ ଭାଷାରେ ଅନୁବାଦ :

हस्तलेखन देखकर यह बतानेवाला कि यह किसी व्यक्ति विशेष का लिखा हुआ है या नहीं।

हस्तलेख विशेषज्ञ ने कागजात पर किए गए हस्ताक्षर की जाँच की।
हस्तलेख विशेषज्ञ, हस्तलेखज्ञ

A specialist in inferring character from handwriting.

graphologist, handwriting expert

ଅର୍ଥ : ଯେ ଅନ୍ୟର ହାତ ଲେଖା ଦେଖି ତାଙ୍କ ବ୍ୟକ୍ତିତ୍ୱ ସଂପର୍କରେ କହିପାରନ୍ତି

ଉଦାହରଣ : ହସ୍ତଲେଖା ବିଶେଷଜ୍ଞଙ୍କ ଅନୁସାରେ ଶ୍ୟାମ ବହୁତ ଭାବୁକ

ସମକକ୍ଷ : ଲିପି ବିଜ୍ଞାନୀ, ହସ୍ତଲେଖା ବିଶେଷଜ୍ଞ


ଅନ୍ୟ ଭାଷାରେ ଅନୁବାଦ :

वह जो किसी का हस्तलेखन देखकर उसके व्यक्तित्व के बारे में जानकारी दे।

हस्तलेख विशेषज्ञ के अनुसार श्याम बहुत ही भावुक है।
लिपि विज्ञानी, हस्तलेख विशेषज्ञ, हस्तलेखज्ञ

A specialist in inferring character from handwriting.

graphologist, handwriting expert