ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ୍ତିନାପୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହସ୍ତିନାପୁର   ବିଶେଷ୍ୟ

ଅର୍ଥ : ଆଧୁନିକ ଦିଲ୍ଲୀର ପ୍ରାୟ ପଚାଶ ମାଇଲ ଉତ୍ତର-ପୂର୍ବରେ ଥିବା ଗୋଟିଏ ପୌରାଣିକ ନଗର

ଉଦାହରଣ : ହସ୍ତି ନାମକ ରାଜା ହସ୍ତିନାପୁର ବସାଇଥିଲେ


ଅନ୍ୟ ଭାଷାରେ ଅନୁବାଦ :

एक पौराणिक नगर जो आधुनिक दिल्ली से लगभग पचास मील उत्तर-पूर्व में था।

हस्तिनापुर को हस्ति नामक राजा ने बसाया था।
गजपुर, नागसाह्वय, हस्तिनापुर