ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାତବୋମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାତବୋମା   ବିଶେଷ୍ୟ

ଅର୍ଥ : ଆକ୍ରମଣ କରିବାପାଇଁ ହାତରେ ଫିଙ୍ଗାଯାଉଥିବା ବାରୁଦ ଗୋଳା

ଉଦାହରଣ : ଜଣେ ଆତଙ୍କବାଦୀ ପୋଲିସ ଜିପ୍ ଉପରେ ଗ୍ରେନେଡ୍ ଫିଙ୍ଗିଲା

ସମକକ୍ଷ : ଗ୍ରେନେଡ୍, ହାତଗୋଳା


ଅନ୍ୟ ଭାଷାରେ ଅନୁବାଦ :

वार करने के लिए हाथ से फेंका जाने वाला बारूद का गोला।

एक आतंकवादी ने पुलिस की जीप पर हथगोला फेंका।
हथ गोला, हथ-गोला, हथगोला, हैंड ग्रेनेड

A grenade designed to be thrown by hand.

hand grenade