ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
ଉଦାହରଣ :
ଆଖୁ ହାତୀର ଅତି ପ୍ରିୟ
ସମକକ୍ଷ : କୁଞ୍ଜର, ଗଜ, ନାଗ, ମାତଙ୍ଗ, ହସ୍ତୀ
ଅନ୍ୟ ଭାଷାରେ ଅନୁବାଦ :
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
हाथी को गन्ना बहुत ही प्रिय है।Five-toed pachyderm.
elephantଅର୍ଥ : ପଶା ଖେଳର ଏକ ଦାନ
ଉଦାହରଣ :
ପଶା ଖେଳରେ ହାତୀ ସଦାବେଳେ ସିଧା ଚାଲେ ଓ ସିଧା ମାରେ
ଅନ୍ୟ ଭାଷାରେ ଅନୁବାଦ :