ଅର୍ଥ : ଭାରତର ଓଡିଶା ଅଞ୍ଚଳର ସମୁଦ୍ରତଟ ଠାରୁ ଦୂରରେ ସ୍ଥିତ ଗୋଟିଏ ଦ୍ବୀପ ଯାହା ଭୁବନେଶ୍ବର ଠାରୁ ପ୍ରାୟ ଏକ ଶହ ପଚାଶ କିଲୋମିଟର ଦୂର
ଉଦାହରଣ :
ଭାରତ ହ୍ବିଲର ଦ୍ବୀପରେ କ୍ଷେପଣାସ୍ତ୍ର ପରୀକ୍ଷଣ କରେ
ଅନ୍ୟ ଭାଷାରେ ଅନୁବାଦ :
भारत के उड़ीसा प्रान्त के समुद्रतट से दूर स्थित एक द्वीप जो कि भुवनेश्वर से लगभग एक सौ पचास किलोमीटर दूर है।
भारत व्हीलर द्वीप में प्रक्षेपास्त्रों का परीक्षण करता है।A land mass (smaller than a continent) that is surrounded by water.
island