ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବସ୍ ଯାତ୍ରାର ଆରମ୍ଭ ଓ ଶେଷ ସ୍ଥାନ ଯେଉଁଠାରେ ଯାତ୍ରୀମାନଙ୍କୁ ଛାଡ଼ିବା ଓ ନେବାର ବ୍ୟବସ୍ଥା ମଧ୍ୟ ଥାଏ
ଉଦାହରଣ : ସେ ବସଷ୍ଟାଣ୍ଡରେ ଘଣ୍ଟେକାଳ ସହରକୁ ଯାଉଥିବା ନିଜ ଗାଁ ବସ୍କୁ ଅପେକ୍ଷାକରି ରହିଲା
ସମକକ୍ଷ : ବସ୍ ଷ୍ଟାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बसों के प्रारंभ होने व रुकने का अन्तिम स्थान जहाँ यात्रियों को छोड़ने या ले जाने की भी व्यवस्था होती हैं।
A terminal that serves bus passengers.
ସଂସ୍ଥାପନ କରନ୍ତୁ